Browsing Tag

attack movi

ରିଲିଜ ତାରିଖ ଘୋଷଣା ପରେ ଫ୍ୟାନ୍ସ ମହଲରେ ଚର୍ଚ୍ଚା

ମୁମ୍ବାଇ : ଅଗଷ୍ଟ ୧୩ ରେ ରିଲିଜ ହେବାକୁ ଯାଉଛି ଆକ୍ସନ ଷ୍ଟାର ଜନ୍ ଆବ୍ରହମ ଅଭିନୀତ ଚଳଚ୍ଚିତ୍ର 'ଆଟାକ୍' | ରିଲିଜ ତାରିଖ ଘୋଷଣା ପରେ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ କାହିଁରେ କଣ | ଏବେ ସୋସିଆଲ ମିଡିଆରେ ଚଳଚ୍ଚିତ୍ର 'ଆଟାକ୍' କୁ ନେଇ ବିଭିନ୍ନ ବର୍ଗର ଲୋକେ କମେନ୍ଟ ଦେବାକୁ ଆରମ୍ଭ କଲେଣି…