ମିଳିଗଲା ପ୍ରମାଣ ! କରୋନା ଭାଇରସ ଦ୍ୱାରା ବିଶ୍ୱକୁ ଧ୍ୱଂସ କରିବାକୁ ଚାହୁଁଥିଲା ଚାଇନା
ଭୁବନେଶ୍ୱର : ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ (US State Department) ହାତରେ କିଛି ଏଭଳି ତଥ୍ୟ ଲାଗିଛି ଯେଉଁଥିରେ ଚୀନ୍ରୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିବା ସ୍ପଷ୍ଟ ଭାବେ ଲେଖାଯାଇଛି। ଏହି ଯୁଦ୍ଧ କୌଣସି ପରମାଣୁ ଅସ୍ତ୍ର ଦ୍ୱାରା ନୁହେଁ, ବରଂ ଜୈବିକ ଏବଂ ଜେନେଟିକ…