Browsing Tag

BMC

କେଉଁମାନଙ୍କୁ ମିଳିବ ଏସପ୍ଲାନେଡ ମଲରେ ଟୀକା ? ଜାଣନ୍ତୁ

ଭୁବନେଶ୍ୱର : ଟିକାକରଣକୁ ନେଇ ବିଏମସି କମିଶନରଙ୍କ ଘୋଷଣା | ଆସନ୍ତାକାଲିଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । କରୋନାର ଦ୍ଵିତୀୟ ଲହର ସାରା ରାଜ୍ୟରେ ଚାଲୁଥିବା ବେଳେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି | ବିଶେଷ କରି ରାଜ୍ୟର ରାଜଧାନୀରେ ପ୍ରତିଦିନ କରୋନା ସଂକ୍ରମଣ ବଢୁଥିବା ନେଇ…