କୁମ୍ଭୀରକୁ ବିବାହ କଲେ ମେୟର, କାରଣ ଜାଣିଲେ ଚକିତ ହେବେ ଆପଣ
ଭୁବନେଶ୍ୱର: ଦୁନିଆର ଏମିତି କିଛି ଘଟଣା ଆମକୁ ବିଚଳିତ କରିଥାଏ । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ-ଚକିତ କରିପାରେ । ଏ ଘଟଣା ହେଉଛି ମେକ୍ସିକୋର ସାନ ପେଡ୍ରୋ ହୁଆମେଲୁଲାର । ଏଠାକାର ମେୟର ଭିକ୍ଟୋର ହୁଗୋ (Victor Hugo Sosa) ରୀତିନୀତି ଅନୁଯାୟୀ ଏକ…