Browsing Tag

Cuttack District

କଟକରୁ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ : ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍‌ ମେଡିସିନ୍‌ | କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଏହି ମେଡିସିନ୍‌ ଜବତ ହୋଇଛି | ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍‌ ଟାବଲେଟ ଜବତ କରିଛି | କନିକା ଛକରେ ଏହି ମେଡିସିନ ଷ୍ଟୋରରେ…

ଜମାଟୋ ଗାର୍ଲ ବିଷ୍ଣୁପ୍ରିୟା

କଟକ : ବୟସ ମାତ୍ର ୧୮ ବର୍ଷ । ଯେଉଁ ବୟସରେ ପାଠ ପଢିବା କଥା ଆଜି ସେହି ବୟସରେ ଦୁଇ-ଦୁଇଟି ଗୁରୁ ଦାୟିତ୍ୱ ତୁଲାଉଛନ୍ତି କଟକର ଝିଅ ବିଷ୍ଣୁପ୍ରିୟା ସ୍ୱାଇଁ । ଗୋଟେ ପଟେ ପାଠ ପଢି କିଛି କରିବାର ସ୍ୱପ୍ନ ତ ଅନ୍ୟପଟେ ପରିବାର ଚଳେଇବାର ଚିନ୍ତା । ପାଠ ପଢିବା ସାଙ୍ଗକୁ ପାର୍ଟ ଟାଇମ ଚାକିରୀ କରି…

ଉଦାହରଣ ପାଲଟିଛନ୍ତି ଅସମୟର ବନ୍ଧୁ ‘ଜରିନ’

କଟକ : ଲକଡାଉନ ସମୟରେ ଅନେକ ଅସହାୟ ଲୋକମାନଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ | କିଛି ଗରିବ ଝିଅଙ୍କ ବାହାଘର ପାଇଁ କରୁଛନ୍ତି ଅକୁଣ୍ଠ ସାହାଯ୍ୟ | ଜଣେ ସେବୀକା ଭାବରେ ସେବା ଦେବା ସହିତ ୮ ଟି ଗରିବ ଝିଅ ବାହାଘରରେ ସହାୟତା ଦେଇ ସେ ସାଉଣ୍ଟିଛନ୍ତି ଢେର ପ୍ରଶଂସା | ସେ ହେଉଛନ୍ତି କଟକ ଦରଘା…

୭୪ଟି କଲ୍ୟାଣ ମଣ୍ଡପକୁ ଯାଞ୍ଚ କରିବ ସିଏମସି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : କଟକ ସହରରେ କାର୍ଯ୍ୟକ୍ଷମ ରହିଥିବା ସମସ୍ତ ୭୪ଟି କଲ୍ୟାଣ ମଣ୍ଡପ ଯାଞ୍ଚ କରିବ ସିଏମସି | ଯାଞ୍ଚ ପରେ ଏନେଇ ରିପୋର୍ଟ ଦାଖଲ କରିବ ସିଏମସି । ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି | ୨୦୨୧, ଏପ୍ରିଲ ୧୯ରେ କଲ୍ୟାଣ ମଣ୍ଡପ ଆସୋସିଏସନ୍…

ରାସ୍ତାକଡରୁ ମିଳିଲା ବାଇକ, ମୋବାଇଲ : ମିଳିଲେନାହିଁ ଯୁବକ

କଟକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ | ଆଠଗଡ଼ ବ୍ଳକ୍ ମହାକାଳବସ୍ତ ଛକରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ | ରାଜେନ୍ଦ୍ର ପୁହାଣ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟା ସମୟରେ ବାପାଙ୍କ ପାଇଁ ଔଷଧ ଆଣିବା ପାଇଁ ଆଠଗଡ଼ ଯାଇଥିଲେ | ତା ପରଠାରୁ ଆଉ ସେ ଘରକୁ ଫେରି ନଥିଲେ | ଅନେକ…