Browsing Tag

INOX

ସବୁ ପ୍ରତିକ୍ଷାର ଘଟିଲା ଅନ୍ତ, ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଅକ୍ଷୟ ଏବଂ ରଣଭୀରଙ୍କ ଏହି ମୁଭି

ମୁମ୍ବାଇ: କରୋନା ମହାମାରୀ ହେତୁ ସବୁକିଛି ଦୀର୍ଘ ସମୟ ଧରି ବନ୍ଦ ରହିଥିଲା, ବର୍ତ୍ତମାନ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି । ହେଲେ ଏହାରି ମଧ୍ୟରେ ମନୋରଞ୍ଜନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି । ଥିଏଟରରେ ଇରଫାନ୍ ଖାନଙ୍କ ମୁଭି ପରଠାରୁ ଆଉ କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ ।…