Browsing Tag

Jeypore

ମୋବାଇଲ ନେଟୱାର୍କ ସାତସପନ, ପଢିବାପାଇଁ ପାହାଡ଼ ଚଢିଲେ ଛାତ୍ରଛାତ୍ରୀ

କୋରାପୁଟ : କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାକୁ ଅନଲାଇନ କରିଦେଲେ ରାଜ୍ୟ ସରକାର | କିନ୍ତୁ ଏହି ଅନଲାଇନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋରାପୁଟ ଜିଲ୍ଲା ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ | ଆଣ୍ଡ୍ରଏଡ଼ ମୋବାଇଲ ଯେଉଁଠି ସ୍ବପ୍ନ ପ୍ରାୟ ସେଠି…

ନବରଙ୍ଗପୁର ଓ ଜୟପୁର ଗସ୍ତରେ ରାଜ୍ୟର ଦୁଇ ପ୍ରମୁଖ ଅଧିକାରୀ

କୋରାପୁଟ : ନଗରଙ୍ଗପୁର ଓ ଜୟପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ | କରୋନା ସ୍ଥିତିନେଇ ସର୍କିଟ ହାଉସରେ ବୈଠକ ପରେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଥିଲେ | ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ମବରଙ୍ଗପୁର ଓ ଜୟପୁର ଗସ୍ତ କରିଛନ୍ତି…