Browsing Tag

Lord Jagannath

ବାଲେଶ୍ୱରରେ ନିଆରା ରଥଯାତ୍ରା, କାର ରେ ବସି ମାଉସୀ ମା ଘରକୁ ଗଲେ ପ୍ରଭୁ ଜଗନ୍ନାଥ

ଭୁବନେଶ୍ୱର: ଜୁଲାଇ ୧୨ ତାରିଖ ଥିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥରେ ବସି ଭାଇ ,ଭଉଣୀଙ୍କୁ ସାଙ୍ଗରେ ଘେନି ନିଜ ଜନ୍ମବେଦୀକୁ ଯାତ୍ରା କରିଥିଲେ ଜଗତର ନାଥ ଜଗନ୍ନାଥ । ଯାହାକୁ ନେଇ ଚଳଚଞ୍ଚଳ ହୋଇଥିଲା ଶ୍ରୀକ୍ଷେତ୍ର ପୁରୀ । ରଥାରୁଢ଼ ବିଗ୍ରହଙ୍କୁ ଟାଣିନେଇଥିଲେ ସେବାୟତ । ଏହାରି ମଧ୍ୟରେ…

ଦୀର୍ଘ ୨୦ବର୍ଷ ଧରି ମହାପ୍ରଭୁଙ୍କୁ ସେବା ଦେଇ ବେଶ ଗର୍ବିତ ରାଜକିଶୋରଙ୍କ ପରିବାର

ପୁରୀ : ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୨୦ବର୍ଷ ଧରି ଶୋଲଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ଅକ୍ଷୟ ତୃତୀୟା ଠାରୁ ପରିବାରର ସମସ୍ତେ ନିଷ୍ଠା ଓ ଭକ୍ତିର ସହ ଫୁଲ…

ଅନବସରର ଷଷ୍ଠୀ ତିଥି, ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷୁଅ ଲାଗି

ପୁରୀ : ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗି କରାଯିବ ମହାପ୍ରଭୁଙ୍କୁ | ଆଜି ମଧ୍ୟାହ୍ନ ଧୂପ ପରେ ଅଣସର ସୁଦ୍ଧସୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ | ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ…

ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର, ଆୟୁର୍ବେଦୀୟ ଉପଚାରରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ : ଆଜି ବଡ ଠାକୁରଙ୍କୁ ଲାଗିହେବ ଫୁଲୁରୀ ତେଲ | ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ | ଅଣସରର ପଞ୍ଚମୀ ତିଥି ଚତୁର୍ଦ୍ଧାମୂର୍ତ୍ତି ଫୁଲରୀ ତେଲ ଲଗାଇଲେ ସାଷ୍ଟାଙ୍ଗ ହୋଇ ସ୍ନାନ ଜ୍ଵରରୁ ମୁକ୍ତି ପାଇଥାନ୍ତି |…