Browsing Tag

Ollywood

ପବିତ୍ର ବନ୍ଧନରେ ସବ୍ୟର୍ଚ୍ଚିତା

ଭୁବନେଶ୍ୱର : ରିଲରେ ନୁହେଁ ରିୟଲରେ ବାହାଘର | ବିବାହ ବନ୍ଧନରେ ଆବଦ୍ଧ ହେଲେ ସବ୍ୟସାଚୀ ଓ ଅର୍ଚ୍ଚିତା | ଆଜି ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ଏବଂ ଅର୍ଚିତା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି | ବିବାହ ପୂର୍ବରୁ ଦୁହିଁଙ୍କ ହଳଦି ଲଗାଯାଉଥିବା ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ…

ଶେଷରେ ଗୁମର ଖୋଲିଲେ ଅଭିନେତା ଅମ୍ଳାନ ଙ୍କ ସ୍ତ୍ରୀ ଭୂମିକା, କହିଲେ ଏମିତି ।

ଗତକାଲି କଟକରେ ମହାନଦୀରୁ ଉଦ୍ଧାର ହୋଇଥିଲେ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା । ଆଜି ସେହି ଘଟଣାକୁ ନେଇ ସତ ଓଗାଳିଛନ୍ତି ଭୂମିକା । ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଡିଡିଏ ଫେଜ୍‌-୨…