Browsing Tag

Urvashi Rautela donates 5 crore

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଉର୍ବଶୀ, ଦେଖିପାରିଲେନି ଦୁଃଖ ଦାନ କରିଦେଲେ ୫ କୋଟି

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରାଉତେଲା ପାଞ୍ଚ କୋଟି ଟଙ୍କା ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି । ଉର୍ବଶୀ କହିଛନ୍ତି ଯେ ଏହି ସମୟରେ ଆମକୁ ଏକଜୁଟ ହେବା ଆବଶ୍ୟକ ରହିଛି । ଆମେ ଯଦି ଆମ ରୋଜଗାରର କିଛି ଅର୍ଥ ସରକାରଙ୍କୁ ଦାନ କରିବା ତାହେଲେ କିଛି ଅସହାୟ ଲୋକ ନିଶ୍ଚିତ ସାହାଯ୍ୟ ପାଇବେ I…