Browsing Tag

woman

ଆଶା ଛାଡିଦେଇଥିଲେ ପରିବାର ଲୋକେ, ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଚନ୍ଦ୍ରଶେଖରପୁରର ୯୮ ବର୍ଷିୟା ବୃଦ୍ଧା

ଭୁବନେଶ୍ୱର : କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସମସ୍ତେ ଏବେ ଚିନ୍ତିତ ଆଉ ଭୟଭୀତ ।  ଏହାରି ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର । କରୋନାକୁ ପରାସ୍ତ କରିଛନ୍ତି ରାଜଧାନୀର ଜଣେ ୯୮ ବର୍ଷିୟା ବୃଦ୍ଧା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଅନ୍ନପୂର୍ଣ୍ଣା…

ମଦ ବେପାର କୁ ବିରୋଧ କରି ଜୀବନ ହାରିଲେ ମହିଳା ,ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଯାଜପୁର: ମଦ କାରବାରକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା । ଯାଜପୁର ଜିଲା ମଂଗଳପୁର ଥାନା ବିିରିପଟା ବରେଇ ଗାଁରେ ଘଟିଛି ଏମିତି ଏକ  ଜଘନ୍ୟ ହତ୍ୟାକାଣ୍ଡ । ପଥର ମାଡ଼ରେ ଗାଁର ଲକ୍ଷ୍ମୀ ଜେନାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗାଁରେ ବିଜୟ ଜେନା ମଦ କାରବାର…