Browsing Tag

woman inmate

ଜେଲରେ ମହିଳା କଏଦୀକୁ କାମୁଡ଼ିଦେଲା ସାପ, ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ସବ ଜେଲରେ ଅଘଟଣ । ଜଣେ ବିଚାରଧୀନ ମହିଳା କଏଦିକୁ ସାପ କାମୁଡ଼ିଦେବା ଫଳରେ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ କିଛିଦିନ ପୂର୍ବରୁ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଥିବା ଖବରକୁ ଦୁଇମାସ ନ ପୁରୁଣୁ ଜଣେ ମହିଳା…