ଭୁବନେଶ୍ୱର : ଆଜିକାଲି ପେଟ୍ରୋଲ ମହଂଗା ହେବା ପରେ ସମସ୍ତେ ବିକଳ୍ପ ପାଇଁ ଚିନ୍ତା କରୁଛନ୍ତି । ଠିକ ଏହି ସମୟରେ EeVe ନେଇ ଆସିଛି ଖୁସିର ସମ୍ଭାର । ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନ XENIAA ,ଏବେ ସମସ୍ତଙ୍କ ପ୍ରିୟ ପାଲଟିଛି ।
View this post on Instagram
୩ ରୁ ୪ ଘଣ୍ଟା ର ଚାର୍ଜ ପରେ ୭୦ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିବାର କ୍ଷମତା, ଷ୍ଟାଇଲିଶ ଫିଚର ଏବଂ ସୁନ୍ଦର ଲୁକସ ପାଇଁ ଯୁବପିଢ଼ି ଏହି XENIAA ର ଦିୱାନା ହେଇଯାଇଛନ୍ତି । ସ୍କୁଟି ଭଳି ଦେଖାଯାଉଥିବା ଏହି ଯାନ ଏବେ ବିଭିନ୍ନ ଗଳି କନ୍ଦିରେ ଯା ଆସ କରୁଛି ।
View this post on Instagram
ଧଳା, ନାଲି ଓ ସିଲଭର ରଙ୍ଗର XENIAA ଯାନକୁ ଖୁବ ସହଜରେ ଆଉ ନିଜ ନିୟନ୍ତ୍ରଣରେ ୧୫ ବର୍ଷର ପିଲା ସହ ମହିଳାମାନେ ମଧ୍ୟ ଚଳାଇପାରୁଛନ୍ତି । ଭୁବନେଶ୍ୱର ବଜାରରେ ଏହାର ଏକ୍ସ ସୋରୁମ ପ୍ରାଇସ ରହିଛି ୭୮,୦୦୦ ଟଙ୍କା । ଏହାର ଫିଚର ଥରେ ଦେଖି ନିଅନ୍ତୁ ।
View this post on Instagram
XENIAA
MOTOR 250 WATT BOSCH MOTOR
BATTERY 60 V 20 AH LITHIUM ION
RANGE/AUTONOMY 60-70 KMS
TYRE SIZE & TYPE 90/100-10 TUBELESS
BRAKES DUAL DISC
WHEELBASE 1360 MM
PAYLOAD 140 KG
L*W*H 1790*670*1100 MM
CHARGING TIME 3 TO 4 HOURS
FRAME TUBULAR FRAME
COLOURS WHITE, RED, SILVER
WARRANTY 5 YEARS
COST Rs.78,000/-
View this post on Instagram
ଥରେ ଏ ଦୁଇ ଚକିଆ ଯାନର ଟେଷ୍ଟ ଡ୍ରାଇଭ କରନ୍ତୁ ଆଉ ଘରକୁ ନେଇ ଆସନ୍ତୁ XENIAA ।
ADDRESS: EeVe
Anjali Enterprises
Rasulgarh Industrial Estates
D-2/2, Near Esplanade Shopping Mall
Contact No. – 7328824563