Browsing Tag

Balasore

”ମୁଁ ବଡ ହେଲେ ରିପୋର୍ଟର ହେବି, ସମାଜ ସେବା କରିବି ”- ୭ ବର୍ଷର ଝିଅ ପ୍ରତିମାର ସ୍ୱପ୍ନ ରହିଗଲା ଅଧା

ବାଲେଶ୍ୱର : ‘‘ବାବା, ମୋ ଜନ୍ମ ଦିନ ଏଥର ଧୁମ ଧାମ ରେ ପାଳନ କରିବ , ସମସ୍ତଙ୍କୁ ଡ଼ାକିବ |'' ସେୟା ବି ହେଲା | କୁନି ଝିଅ ପ୍ରତିମାର ଇଚ୍ଛାକୁ ପୂରଣ କରିବା ପାଇଁ ପରିବାର ଲୋକେ ବହୁ ଆଡମ୍ବରରେ ତାର ଜନ୍ମ ଦିନ ପାଳନ କଲେ | କିନ୍ତୁ ତା' ଠିକ ପରଦିନ ସେ ଚାଲିଗଲା ଅଫେରା ରାଇଜକୁ |…