ଜଟଣୀ ଅଣ୍ଡରପାସ୍ରେ ଫସିଗଲା ବସ୍, ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ-ପିପିଲି ରାସ୍ତାର ସୀତାରାମ ଛକ ନିକଟରେ ଫସିଗଲା ମୋ-ବସ । ଅଣ୍ଡରପାସ୍ରେ ବର୍ଷାପାଣି ଜମି ରହିଥିବାରୁ ଅଧାରେ ଫସିଯାଇଥିଲା ବସ୍ । ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଅଣ୍ଡରପାସ୍ରେ ୧୫ ଫୁଟ୍ର ପାଣି ପ୍ରବାହ ଯୋଗୁଁ…