Browsing Tag

loot

ଖୋର୍ଦ୍ଧା ବାଣପୁରରେ ଲୁଟ ,ଫିଲ୍ମ ଷ୍ଟାଇଲରେ ଦୁର୍ବୁତ୍ତ ଲୁଟିନେଲେ ୬ ଲକ୍ଷ ଟଙ୍କା

ଖୋର୍ଦ୍ଧା : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ l ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ l ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ସୋମବାର…