Browsing Tag

OMFED

ରାଜଧାନୀବାସୀ ସଟଡାଉନ ବେଳେ ଘରେ ବସି ମଗେଇପାରିବେ ମାଛ, ଚିକେନ୍, ଅଣ୍ଡା ଓ କ୍ଷୀର

ଭୁବନେଶ୍ୱର : ସଟଡାଉନ ବେଳେ ଘରେ ବସି ମଗେଇପାରିବେ କ୍ଷୀର ଓ ନନଭେଜ | ଏସବୁ ସୁବିଧା ଉପଲବ୍ଧ କେବଳ ରାଜଧାନୀବାସୀଙ୍କ ପାଇଁ | ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓମ୍‌ଫେଡ୍ , ଚିଲିକା ଫ୍ରେସ ଏବଂ ଓପେଲଫେଡ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…