Browsing Category

Odia

ସଟର ଟେକି କରୁଥିଲେ ଖୁଲମ ଖୁଲା ବେପାର, ପହଞ୍ଚିଥିଲା ପୋଲିସ ଆଉ ତା’ପରେ..

ଭୁବନେଶ୍ୱର : ଝାରପଡା ଛକରେ ଥିବା 'ସଗୁନ ଲୁଗା ଦୋକାନ'ରେ ପୋଲିସର ଚଢାଉ | ଫାଇନ କାଟିଲେ ୫ ହଜାର, ଦୋକାନ ମାଲିକଙ୍କ ସହ ଗ୍ରାହକ ଅଟକ | ଲକଡାଉନରେ ସଟର ଟେକି ବିକୁଥିଲେ ଲୁଗା | ମିଳିଥିବା ସୂଚନା ମୁତାବିକ, ଆଜି ଭୁବନେଶ୍ୱର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନର ମାଲିକ ଓ…

ରାଜ୍ୟସ୍ତରୀୟ ସୁନାମ ଅର୍ଜନ କରିଥିବା ମାରାଥନ ଧାବକ ଏବେ ଡେଲିଭରୀ ବୟ

ମାଲକାନଗିରି: କରୋନାର ତାଲା ବନ୍ଦ ଭିତରେ ମଣିଷର ସବୁ ସ୍ୱପ୍ନ, ସବୁ ଆଶା ଧୂଳିସାତ ହେଇଯାଇଛି | ଦେଶ ତଥା ରାଜ୍ୟ ପାଇଁ ଖେଳି ପୁଳା ପୁଳା ପ୍ରଶଂସା ପତ୍ର ଓ ପଦକ ହାତେଇଥିବା ଉଦୀୟମାନ କ୍ରୀଡ଼ାବିତ ଆଜି ଘର ଘର ବୁଲି ପାର୍ସଲ ସାଉଣ୍ଟୁଥିବା ଘଟଣା ଏବେ ସାମ୍ନାକୁ ଆସିଛି | ନିଜର ପ୍ରିୟ…

କରୋନା ଟିକା ନେବା ମାତ୍ରେ ଥରିଲେ ଜଣେ ବ୍ୟକ୍ତି,ତା ପରେ କଣ ହେଲା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିକାଲି ସାରା ବିଶ୍ୱରେ ଟିକାକରଣ ଚାଲିଛି। ସମସ୍ତେ ନିଜ ସୁବିଧା ଅନୁଯାୟୀ ଯଥାଶୀଘ୍ର କରୋନା ଟିକା ନେଇ ନିଜକୁ ରକ୍ଷା କରୁଛନ୍ତି । କିନ୍ତୁ ଆମ ମଧ୍ୟରେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ କି ଇଞ୍ଜେକ୍ସନ ନେବାକୁ ବହୁତ ଭୟ କରନ୍ତି । ସୋସିଆଲ…

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି…

କୋଇଲା ନଗରୀ ନେବ ନୂଆ ରୂପରେଖ

ଅନୁଗୁଳ: କଳାହୀରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ଭଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ, ସ୍ୱାସ୍ଥ୍ୟ ଓ ଐତିହ୍ୟ କ୍ଷେତ୍ରରେ ବିକାଶ, ରାଣୀ ପାର୍କର ସୁରକ୍ଷା, ପ୍ରଜାମଣ୍ଡଳ ପରିସରର ପୁନରୁଦ୍ଧାର, ପୁସ୍ତକ, କୋଇଲା ସଂଗ୍ରହାଳୟ ଓ…

ପୁରୀ ଛଡା ଅନ୍ୟ କୌଣସି ସ୍ଥାନରେ ହେବନାହିଁ ରଥଯାତ୍ରା, ବାହାର ଲୋକଙ୍କୁ ପୁରୀ ମନା

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ହେବ ରଥଯାତ୍ରା । କଟକଣା ମଧ୍ୟରେ ବିନା ଭକ୍ତରେ ହେବ ରଥଯାତ୍ରା । ପୁରୀ ଛଡା ଅନ୍ୟ କୌଣସି ସ୍ଥାନରେ ହେବନାହିଁ ରଥଯାତ୍ରା ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ରଥଯାତ୍ରାରେ କେବଳ ସେବାୟତମାନେ ଭାଗ ନେଇପାରିବେ । ଯେଉଁ…

ଭୂଷୁଡି ପଡିଲା ୪ ମହଲା କୋଠା , ଚାଲିଗଲା ୧୧ ଜଣଙ୍କ ଜୀବନ

ମୁମ୍ବାଇ : ଗତକାଲି ରାତିରେ ଅତ୍ୟଧିକ ବର୍ଷା କାରଣରୁ ବଡ ଦୁର୍ଘଟଣା ଘଟିଛି | ୧୧ ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି | ମୃତ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ପିଲା ରହିଛନ୍ତି | ଘଟଣାଟି ଘଟିଛି ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ |…

କରୋନା ଟିକା ନେବେ ବାବା ରାମଦେବ ! ଡାକ୍ତରଙ୍କୁ କହିଲେ ଏମିତି …

ଭୁବନେଶ୍ୱର: ଆଲୋପାଥି ଉପରେ ମନ୍ତବ୍ୟ ଦେବା ପରେ ବିବାଦରେ ଛନ୍ଦିହୋଇପଡିଥିବା ଯୋଗ ଗୁରୁ ବାବା ରାମଦେବ ନେବେ କରୋନା ଟିକା । ଏହା ସହିତ ବାବା ରାମଦେବ କରୋନା ଟିକା ନେବାକୁ ଅନ୍ୟ ଲୋକଙ୍କୁ ମଧ୍ୟ ନିବେଦନ କରିଛନ୍ତି। ତେବେ ସେ କାହିଁକି ଟିକା ନେବାକୁ ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ସେ…

ବର୍ଷକୁ କେଉଁ ଖେଳାଳୀ ନିଅନ୍ତି କେତେ ଟଙ୍କା ? ଶତକ -ଦ୍ୱିଶତକରେ ମିଳେ ବୋନସ୍, ଘଣ୍ଟାକୁ ନିଅନ୍ତି ଏତେ ..

ଭୁବନେଶ୍ୱର : ଭାରତୀୟ କ୍ରିକେଟରମାନେ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଅଛନ୍ତି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପ୍ରତିବର୍ଷ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ପ୍ରକାଶ କରିଥାଏ। ବୋର୍ଡ ଖେଳାଳୀମାନଙ୍କୁ ୪ ଟି…

ଜାଣିଛନ୍ତି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଓଜନ କେତେ ? ବୈଜ୍ଞାନିକମାନେ ରଖିଲେ ଉତ୍ତର

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଜୀବାଣୁ ଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଦିନକୁ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାରି ମଧ୍ୟରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ । ଯଦି ସମଗ୍ର ବିଶ୍ୱର ଜୀବାଣୁ ସଂଗୃହିତ…