Browsing Tag

Ganjam

ରିପୋର୍ଟ ପଜିଟିଭ ଆସିବାରୁ ଆଇସୋଲେସନ୍‌ରେ ବର, ବେଦୀରୁ ବାହୁଡା ହେଲେ କନ୍ୟା

ବ୍ରହ୍ମପୁର : କିଏ ଜାଣିଥିଲା ଏମିତି ହେବ | ବିବାହ ପାଇଁ ବେଦିରେ ବସିଥିବା ବରକୁ ହୋମ ଆଇସୋଲେସନ୍‌ରେ ରଖାଗଲା | କନ୍ୟାକୁ ଘର ବାହୁଡା ହେବାକୁ ପଡିଲା | ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ ପାଇଁ ଏ ସବୁ ଘଟଣା ଘଟିଲା | ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା…

କୋଭିଡ କଟକଣା ସମୟରେ ବିବାହ ଭୋଜିରେ ପୋଲିସ ପହଁଚି ଦେଖେଇଥିଲେ ଉଦାରତା

ବ୍ରହ୍ମପୁର : ଦେଶର ଲୋକେ ମହାମାରୀ ଯୋଗୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେତେବେଳେ ସରକାର ଲକଡାଉନ ଓ ସଟଡାଉନ ର ଘୋଷଣା କରି ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି | ବିବାହ , ବ୍ରତ ଏପରିକି ଅନ୍ତ୍ୟେଷ୍ଟି କ୍ରିୟାରେ ଅଧିକ ଲୋକ ନ ରହିବାକୁ କଟକଣା ମଧ୍ୟ ଜାରି କରାଯାଇଛି | କିନ୍ତୁ…